ମାଛ ଭାତ Māchha bhāta
- ଦେ. ବି (ସହଚର ଶବ୍ଦ; ସଂ. ମତ୍ସ+ଭକ୍ତ) — ଭାତ ଓ ତା ସଙ୍ଗେ ଖାଇବାକୁ ଦିଆଯିବା ମାଛ ତରକାରି ଓ ଭଜା ଆଦି — Food consisting of cooked rice and fish
- ଦେ. ବି (ସହଚର ଶବ୍ଦ; ସଂ. ମତ୍ସ+ଭକ୍ତ) — [ଦ୍ର—କୁଟୁମ୍ବରେ କେହି ମୃତ ହେଲେ ମୃତିକା— ଶୌଚର ଶେଷ ପର୍ଯ୍ୟନ୍ତ କୁଟୁମ୍ବର ଲୋକେ ମାଛ ମାଂସ ଖାଆନ୍ତି ନାହିଁ। ଅଶୌଚର ଶେଷ ହେବା ପର ଦିନ (ଦ୍ୱାଦଶ ଦିନ) କୁଟୁମ୍ବ ମାନେ ମାଛ ଭାତ ଖାଆନ୍ତି।]