ମାଂସାଦ Māṁsada

  • ସଂ. ବିଣ. ପୁଂ (ମାଂସ+ଅଦ୍ ଧାତୁ=ଖାଇବା+କର୍ତ୍ତୃ. ଅ) — ମାଂସଭୋଜୀ — Carnivorous; flesh-eating; meat-eating
  • ସଂ. ବି — ରାକ୍ଷସ — A demon; a cannibal