ମା ବାପ Mā bāpa

  • ଦେ. ବି (ସହଚର ଶବ୍ଦ) — ମାତା ଓ ପିତା — Mother and father
  • ଦେ. ବି (ସହଚର ଶବ୍ଦ) — କୌଣସି ରକ୍ଷକ ବା ଅଭିଭାବକ — Any protector or patron
  • ଦେ. ବି (ସହଚର ଶବ୍ଦ) — ନିୟାମକ — Regulator
  • ଦେ. ବି (ସହଚର ଶବ୍ଦ) — (ଯଥା—ଆଜିକାଲି ଓଡ଼ିଆ ସାହିତ୍ୟର କେହି ମା ବାପ ଥିଲା ଭଳି ଜଣା ଯାଉନାହିଁ ।)