ମହେଳା Mahe ḻā

  • ସଂ. ବି. ସ୍ତ୍ରୀ (ମହ୍ ଧାତୁ+କର୍ମ. ଇଳ+ ଆ) — ନାରୀ — Woman
  • ସଂ. ବି. ସ୍ତ୍ରୀ (ମହ୍ ଧାତୁ+କର୍ମ. ଇଳ+ ଆ) — ମହିଷୀ — A queen
  • ସଂ. ବି. ସ୍ତ୍ରୀ (ମହ୍ ଧାତୁ+କର୍ମ. ଇଳ+ ଆ) — ମଦମତ୍ତା ସ୍ତ୍ରୀ — A woman excited with lust; an amorous or intoxicated woman (Apte)
  • ସଂ. ବି. ସ୍ତ୍ରୀ (ମହ୍ ଧାତୁ+କର୍ମ. ଇଳ+ ଆ) — ଗନ୍ଧଦ୍ରବ୍ୟ ବିଶେଷ; ରେଣୁକା (ହି. ଶ.) — A kind of scented herb
  • ସଂ. ବି. ସ୍ତ୍ରୀ (ମହ୍ ଧାତୁ+କର୍ମ. ଇଳ+ ଆ) — ପ୍ରିୟଙ୍ଗୁଲତା — Ichnocarpus Frutescens (creeper)
  • ଦେ. ବି — ଭଦ୍ରବଂଶୀୟା ସ୍ତ୍ରୀ — A lady