ମହୀଆଳ Mahīāḻa

  • ଦେ. (ପଦ୍ଯ) ବି — ଭୂମି; ପୃଥିବୀ — Earth
  • ଦେ. (ପଦ୍ଯ) ବି — [ଉ—ସେ ପୁତ୍ର ପାଞ୍ଚରତ୍ନ ଘେନି କି ପାଞ୍ଚାଳୀ, ମଣ୍ଡିରେ ନିତି ଇନ୍ଦ୍ରପ୍ରସ୍ଥ ମହୀଆଳି। କୃଷ୍ଣସିଂହ. ମହାଭାରତ ଆଦି।]