ମହିର Mahira

  • ସଂ. ବି (ମହ ଧାତୁ+କର୍ମ. ଇର) — ସୂର୍ଯ୍ୟ — The sun (Apte)
  • ସଂ. ବି (ମହ ଧାତୁ+କର୍ମ. ଇର) — ଅର୍କଗୁଳ୍ମ — Calotropis Gigantea (tree)