ମହିଭୃତ୍ Mahibhṛut

  • ସଂ. ବି (ମହୀ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ପର୍ବତ — Mountain
  • ସଂ. ବି (ମହୀ+ଭୃ ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) — ରାଜା — King