ମହିଗତ Mahigata

  • ସଂ. ବିଣ — ପୃଥିବୀରେ ପତିତ — Fallen to the ground
  • ସଂ. ବିଣ — ଭୂପୃଷ୍ଠରେ ଲଗ୍ନ — Attached to the ground
  • ସଂ. ବିଣ — ଭୂମିରେ ଶାୟିତ — Lying on the ground
  • ସଂ. ବିଣ — [ଉ—ଦୁହେଁ ହେବା ସଙ୍ଗାତ, ମୁ ହେବି ମହୀଗତ ମହେନ୍ଦ୍ରବତରେ। କବିସୂର୍ଯ୍ଯ. ସଙ୍ଗୀତ।]