ମହାର୍ହ Mahārha

  • ସଂ. ବିଣ. (ମହା+ଅର୍ହ=ମୂଲ୍ୟ ଯାହାର; ବହୁବ୍ରୀହି) — ମହାର୍ଘ; ବହୁ ମୂଲ୍ୟ — Precious; costly
  • ସଂ. ବିଣ. (ମହା+ଅର୍ହ=ମୂଲ୍ୟ ଯାହାର; ବହୁବ୍ରୀହି) — ଅମୂଲ୍ୟ — Invaluable
  • ସଂ. ବି — ଶ୍ୱେତ ଚନ୍ଦନ — The white sandal wood