ମହାରୋଗ Mahāroga

  • ସଂ. ବି—(ମହତ୍+ରୋଗ; କର୍ମଧା) — ଉନ୍ମାଦ, କୁଷ୍ଠ, ରାଜଯକ୍ଷ୍ମା ଆଦି ଅସାଧ୍ୟ ବା ମାରାତ୍ମକ ରୋଗ — A dangerous illness; incurable disease; (eg, leprosy,. insanity, and pthisis.)