ମହାରାଏ Mahārāye

  • ଦେ. (ପଦ୍ଯ) ବି. —(ସଂ. ମହାରାଜ) — ମହାରାଜ — Mahārāja (See)
  • ଦେ. (ପଦ୍ଯ) ବି. —(ସଂ. ମହାରାଜ) — କ୍ଷତ୍ରିୟ ମାନଙ୍କ ବଂଶୋପାଧି ବିଶେଷ — A family title of Kshatriyas