ମହାଫଳ Mahāphaḻa

  • ସଂ. ବିଣ. (ମହତ୍+ଫଳ ଯାହାର; ବହୁବ୍ରୀହି) ବୃହତ୍ ଫଳବିଶେଷ — Bearing large fruits
  • ସଂ. ବିଣ. (ମହତ୍+ଫଳ ଯାହାର; ବହୁବ୍ରୀହି) ଯେଉଁ କାର୍ଯ୍ୟଦ୍ୱାରା ମହତ୍ଫଳ ପ୍ରାପ୍ତି ହୁଏ — Resulting in the achievement of great results
  • ସଂ. ବିଣ. (ମହତ୍+ଫଳ ଯାହାର; ବହୁବ୍ରୀହି) ବହୁ ଫଳ ପ୍ରସବକାରୀ — Bearing much fruit (Apte)
  • ସଂ. ବିଣ. (ମହତ୍+ଫଳ ଯାହାର; ବହୁବ୍ରୀହି) ଯହିଁରେ ବହୁ ପୁରସ୍କାର ଲାଭ ହୁଏ — Bringing much reward
  • ବି — ବିଲ୍ୱବୃକ୍ଷ ଓ ଫଳ — The Marmelus (tree and fruit)
  • ବି — (କର୍ମଧା) ବୃହତ୍ ଫଳ — Great result; big fruit,
  • ବି — ଅଧିକ ପୁରସ୍କାର — Great reward