ମହାକୁଳ Mahākuḻa

  • ସଂ. ବି (ମହତ୍+କୁଳ=ବଂଶ; କର୍ମଧା) — ପ୍ରସିଦ୍ଧ ବଂଶ — A celebrated race
  • ସଂ. ବି (ମହତ୍+କୁଳ=ବଂଶ; କର୍ମଧା) — ସତ୍— କୁଳ; ଉଚ୍ଚକୂଳ — A high family; a noble family
  • ସଂ. ବିଣ. ପୁଂ (ବହୁବ୍ରୀହି) — ସତ୍ କୁଳଜାତ — Of noble birth
  • ଦେ. ବି — ମହାକୁଡ଼ (ଦେଖ) — Mahākuṟḍ̠a (See)