ମହରଷି Maharashi

  • ଗ୍ରା. ବି (ପଦ୍ଯ) — ମହର୍ଷି (ଦେଖ) — Maharshi. (See)
  • ଗ୍ରା. ବି (ପଦ୍ଯ) — [ଉ—ନାରଦ ମହରଷି ଆଦରକୁ ପାଇ, କହିଲେ କଥା ଯୁଧିଷ୍ଠିରଙ୍କୁ ଅନାଇ। କୃଷ୍ଣସିଂହ ମହାଭାରତ. ବନ।]