ମହରଗିଆ Maharagiā

  • ଦେ. ବିଣ — ଯେଉଁ ଦୋକାନୀ ବା ପଣ୍ୟବକ୍ରେତା ପଣ୍ୟ— ଦ୍ରବ୍ୟମାନଙ୍କ ପାଇଁ ଦାଣ୍ଡଭାଉ ଅପେକ୍ଷା ବେଶି ଭାଉ ହାଙ୍କେ — (a trader or shop-keeper) Who charges higher price than the market rate; high-charging
  • ଦେ. ବିଣ — ଦୁର୍ଭିକ୍ଷପ୍ରପୀଡ଼ିତ — Famine-stricken