ମଲାଇ ବରଫ Malāi barapha

  • ବୈଦେ. ବି (ଫା. ବାଲାଇ+ବର୍ଫ) — ଯେଉଁ ରାବୁଡ଼ୀକୁ ଟିଣ ଛାଞ୍ଚରେ ପୂରାଇ ବରଫ ମଧ୍ୟରେ ରଖି ଘନ କରାଯାଇ ଥାଏ; କୁଲୁଫି ବରଫ — Condensed milk frozened into ice