ମନ ଧରା Mana dharā

  • ଦେ. ବି (ସଂ. ମନଃ+ଧୃ ଧାତୁ) — ଅନ୍ୟର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାର ସନ୍ତୋଷ ଉତ୍ପାଦନ — Pleasing a person by acting according to his desire; humouring a person; captivating
  • ଦେ. ବି (ସଂ. ମନଃ+ଧୃ ଧାତୁ) — [ଉ— ତୋତେ ତ ଗୋଚର, ପେଶି ଶିଶୁଚର, ଯେତେ ରୂପ ମନ ଧରା। କବିସୂର୍ଯ୍ୟ. ସଙ୍ଗୀତ।]