ମଧୁ ପାୟୀ Madhu pāyī

  • ସଂ. ବିଣ. ପୁଂ (ମଧୁ+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମଧୁପାନକାରୀ — Drinking honey
  • ସଂ. ବିଣ. ପୁଂ (ମଧୁ+ପା ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମଦ୍ୟପାୟୀ — Drinking wine
  • ବି — ଭ୍ରମର — Black bee
  • ବି — ଏକପ୍ରକାର ପକ୍ଷୀ — Sun bird; flower pecker