ମଧୁ କଟା Madhu kaṭā

  • ଦେ. ବିଣ — ଯେ ମହୁ ଫେଣା କାଟି ମହୁ ସଂଗ୍ରହ କରେ — Collecting honey by cutting the honeycomb after scaring away the bees
  • ଦେ. ବିଣ — (ଉ—ଦେଖୁଅଛ ମଧୁମାଛି ଏ ହୋଇ ଗୋଟି, ମଧୁକଟା ଲୋକର ନିଅନ୍ତି ପ୍ରାଣଟି। କୃଷ୍ଣସିଂହ ମହାଭାରତ. ବନ।)