ମଜ୍ଜିବା Majjibā

  • ଦେ. କ୍ରି (ସଂ. ମସଜ୍ ଧାତୁ=ମଗ୍ନ ହେବା, ଗାଧୋଇବା) — ମଗ୍ନ ହେବା; ବୁଡ଼ିବା; ଡ଼ୁବିବା; ନିମଜ୍ଜିତ ହେବା — To sink; to dive
  • ଦେ. କ୍ରି (ସଂ. ମସଜ୍ ଧାତୁ=ମଗ୍ନ ହେବା, ଗାଧୋଇବା) — ଅନ୍ୟର ପ୍ରେମରେ ବା ଅନୁରାଗରେ ମଗ୍ନ ହୋଇ ଆତ୍ମବିସ୍ମୃତି ହେବା — To be absorbed in love or attachment
  • ଦେ. କ୍ରି (ସଂ. ମସଜ୍ ଧାତୁ=ମଗ୍ନ ହେବା, ଗାଧୋଇବା) — ଆସକ୍ତ ହେବା — To be attached to
  • ଦେ. କ୍ରି (ସଂ. ମସଜ୍ ଧାତୁ=ମଗ୍ନ ହେବା, ଗାଧୋଇବା) — ମୁଗ୍ଧ ହେବା — To be enchanted by; to be charmed by