ମଛ ଦିଆ Machha diā

  • ଦେ. ବି — ନଈ, ପୋଖରୀ ବା ଅନ୍ଯ କୌଣସି ଜଳାଧାରରେ ମାଛ ଧରିବାର ସ୍ୱତ୍ୱ — Fishing right in a river or tank
  • ଦେ. ବି — ମାଛ ଧରାଯିବା ଜଳାଧାର — Fishery-tank
  • ଦେ. ବି — ମାଛ ଧରିବା ବ୍ଯକ୍ତି ଜଳା— ଧାରର ମାଲିକଙ୍କୁ ଯେଉଁ କର ଦିଏ — Fishery rent