ମଛା Machhā
- ଦେ. ବି — ପଣ୍ୟାର୍ଥ ରକ୍ଷିତ ବସ୍ତୁଆଦିର ନମୁନା — A sample of commodities offered for sale (e.g. corn)
- ଦେ. ବି — ବଣିଆଘରକୁ କାମ କରିବାକୁ ସୁନା ଦେଲେ, ଗହଣା ତିଆରି କରି ଦେବା ବେଳେ ଯେଉଁ ସୁନା ଦିଆ ଯାଇଥିଲା, ବଣିଆ ତାହା ଦେଲା କି ତହିଁରେ ଖାଦ ମିଶାଇଲା, ଏହା ଜାଣିବା ପାଇଁ ଉକ୍ତ ସୁନା ମଧ୍ୟରୁ ମାଲିକ କାଟି ରଖିବା ଟିକିଏ ସୁନା — A bit of gold kept for verification out of the gold entrusted to a goldsmith for turning it into some article