ମଙ୍ଗଳଣ Maṅgaḻaṇa

  • ଦେ. ବି—(ସଂ. ମଙ୍ଗଳ) — ମଙ୍ଗୁଳିବା; ମଙ୍ଗଳାଚରଣ; ବିବାହାଦି ପୂର୍ବରୁ ଅହ୍ୟ ସ୍ତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ଦେବାରାଧନା ଓ ହାଣ୍ଡିମଙ୍ଗୁଳା ଆଦି — A propitiatory ceremony performed by females consisting of invoking the blessings of the village Goddess on festive occasions and consecrating earthen cooking pots for those occasions
  • ଦେ. ବି—(ସଂ. ମଙ୍ଗଳ) — ଅଭିମନ୍ତ୍ରଣ; ପୂଜାଧିବାସ — Consecration