ମଗଜ ଗରମ Magaja garama

  • ବୈଦେ. ବି—(ମଗଜ୍+ଗରମ) — ମସ୍ତିଷ୍କ ବିକୃତି — Derangement of brain
  • ବୈଦେ. ବି—(ମଗଜ୍+ଗରମ) — ବିରକ୍ତ ଜାତ ହେବା; ଚିଡ଼ିବା — Loss of temper
  • ଦେ. ବିଣ — ବିକୃତ ମସ୍ତିଷ୍କ (ବ୍ଯକ୍ତି) — Deranged