ମଖାନ୍ନ Makhānna

  • ସଂ. ବି ( 6 ଷ୍ଠୀ ତତ୍; ମଖ=ଯଜ୍ଞ+ଅନ୍ନ) — ଯଜ୍ଞାନ୍ନ — Boiled rice offered in vedic sacrifice
  • ସଂ. ବି ( 6 ଷ୍ଠୀ ତତ୍; ମଖ=ଯଜ୍ଞ+ଅନ୍ନ) — ଏକପ୍ରକାର ଜଳଜାତ ଶାକ ଓ ତହିର ଫଳ, ମାଖନା; ତାଳମଖନା — A kind of aquatic pot- herb; Euryeli Eerox
  • ସଂ. ବି ( 6 ଷ୍ଠୀ ତତ୍; ମଖ=ଯଜ୍ଞ+ଅନ୍ନ) — [ଦ୍ର— ଏହି ବୀଜର ଖଇ ସୁଖାଦ୍ୟ ଓ ମୁଖରୋଚକ।]