ମକ୍ଖନ Makkhana

  • ଦେ. ବି (ସଂ. ମ୍ରକ୍ଷଣ; ମନ୍ଥନ; ମଥନେତ୍ଥ) — କଞ୍ଚା ଦୁଧରୁ ବାହାରିବା ଲହୁଣୀ — Milk butter
  • ଦେ. ବି (ସଂ. ମ୍ରକ୍ଷଣ; ମନ୍ଥନ; ମଥନେତ୍ଥ) — ନବନୀତ; ଲହୁଣୀ — Butter
  • ଦେ. ବି (ସଂ. ମ୍ରକ୍ଷଣ; ମନ୍ଥନ; ମଥନେତ୍ଥ) — [ଦ୍ର—ଦୁଧରୁ ମଖନ ଓ ଦହିରୁ ଲହୁଣୀ ବାହାରେ।]