ମକ୍କେଲ Makkela

  • ବୈଦେ. ବି (ଫା; ମୋଆକ୍ୱିଲ୍) — ଓକିଲଙ୍କ ଯଜମାନ — Client
  • ବୈଦେ. ବି (ଫା; ମୋଆକ୍ୱିଲ୍) — (ଉ—ଆଇନ ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକ୍କେଲକୁ ଚାହିଁ ବସିଥାଆନ୍ତି। ଫକୀର ମୋହନ. ଛମାଣ ଆଠଗୁଣ୍ଠ।)