ମଉର୍ବୀ Maurbī

  • ଗ୍ରା. ବି. (ପଦ୍ଯ) (ସଂ. ମୌର୍ବୀ) — ଧନୁର ଗୁଣ — Bow-string
  • ଗ୍ରା. ବି. (ପଦ୍ଯ) (ସଂ. ମୌର୍ବୀ) — (ଉ—ଭୂରୁ ଧନୁ ଅଞ୍ଜନ ମଉର୍ବୀକ ରଞ୍ଜନ. ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି।)