ମଇଲଟ ବାଡ଼ Mailaṭa bāṟḍ̠a

  • ଦେ. ବି (ଇଂ ମାଲ୍ଲେଟ୍=କାଠର ବଡ଼ ହାତୁଡ଼ା; ଏ ବାଡ଼ର ଖୁଣ୍ଟମାନ ହାତୁଡ଼ିରେ ପିଟା ହୋଇ ବସାଯିବାରୁ) — ନଈ ଖାଇଯାଉଥିବା ବନ୍ଧର ମୂଳରେ ହାତୁଡ଼ାରେ ପିଟାଯାଇ ବସା ଯାଇଥିବା କାଠର ବା ବାଉଁଶ— ଖୁଣ୍ଟିର ବାଡ଼ — A fencing consisting of a row of wooden or bamboo posts driven into the ground with heavy hammers to prevent erosion of embankments