ମଇଲମ୍ Mailam
- ବୈଦେ. ବି—(ଆ. ମଲହମ୍; ମରହମ୍) — ମଲମ — Ointment
- ବୈଦେ. ବି—(ଆ. ମଲହମ୍; ମରହମ୍) — ଦେବତାଙ୍କ ଅଙ୍ଗରେ ଚୁଆ ଚନ୍ଦନ ବୋଳିବା ନୀତି ବିଶେଷ — The ritual of annointing idols with sandal paste and other scents
- ବୈଦେ. ବି—(ଆ. ମଲହମ୍; ମରହମ୍) — ଦେବମୂର୍ତ୍ତିଙ୍କ ଦେହରୁ ପିନ୍ଧିଥିବା ବେଶ ଓ ଅଳଙ୍କାର କାଢ଼ିବା — Taking off the dress and ornaments from an idol