ଭ୍ରାତୃକ Bhrātṛuka

  • ସଂ. ବିଣ. (ଭ୍ରାତୃ+କ) — ଭ୍ରାତୃଯୋଗ୍ୟ — Fit for a brother
  • ସଂ. ବି — ଭାଇ ଠାରୁ ମିଳିବା ଧନ ଆଦି (ହି. ଶ) — Riches or property acquired from one's brother