ଭ୍ରମମାଣ Bhramamāṇa

  • ସଂ. ବିଣ. ପୁଂ (ଭ୍ରମ୍ ଧାତୁ+କର୍ତ୍ତୃ. ଆନ) — ଘୂର୍ଣ୍ଣ୍ୟମାନ — Whirling
  • ସଂ. ବିଣ. ପୁଂ (ଭ୍ରମ୍ ଧାତୁ+କର୍ତ୍ତୃ. ଆନ) — ଭ୍ରମଣଶୀଳ — Itinerant; walking; travelling