ଭ୍ରମର Bhramara
- ସଂ. ବି. ପୁଂ (ଭ୍ରମ୍ ଧାତୁ+କର୍ତ୍ତୃ ଅ. ର) — ଭୃଙ୍ଗ; ମଧୁକର; ଭଅଁର — Large black bee; humble bee
- ସଂ. ବି. ପୁଂ (ଭ୍ରମ୍ ଧାତୁ+କର୍ତ୍ତୃ ଅ. ର) — କାମୁକ — A lecherous person
- ସଂ. ବି. ପୁଂ (ଭ୍ରମ୍ ଧାତୁ+କର୍ତ୍ତୃ ଅ. ର) — ଭଅଁର; କାଠରେ ରନ୍ଧ୍ର କରିବା ଯନ୍ତ୍ର — A drilling machine; brace and bit; gimlet
- ଦେ. ବି ( 6 ଷ୍ଠୀ ବିଭକ୍ତି) — ଭ୍ରମଣର; ଚଳନର — Of walking; of movement
- ଦେ. ବି ( 6 ଷ୍ଠୀ ବିଭକ୍ତି) — (ଉ—ଭଙ୍ଗୀଚାହାଁ, ଭୂରୁନୀଳ ଭୁଜଙ୍ଗୀ ଭ୍ରମର ଜୀବ ସଙ୍ଗି। କବିସୂର୍ଯ୍ୟ. କିଶୋରୀଚମ୍ପୂ ଭ. ଗୀତ।)