ଭୋଳ ହେବା Bhoḻa hebā

  • ଦେ. ବି — ଭୁଲିଯିବା — To forget
  • ଦେ. ବି — ବାଉଳା ବା ଭ୍ରାନ୍ତ ହେବା — To become mad
  • ଦେ. ବି — ନିଶାରେ ଉନ୍ମତ୍ତ ହେବା — To be intoxicated