ଭୋର୍ Bhor
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ପୂର୍ଣ୍ଣ — Filled up
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ଉଜ୍ଜ୍ୱଳ; ଜାକଜମକ — Splendid; bright; dazzling
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ଆଡ଼ମ୍ବର— ପୂର୍ଣ୍ଣ — Pompous
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ସମାପ୍ତ — Finished; completed
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ବିଭୋର; ଭୋଳ — Enchanted
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ପ୍ରକାଶିତ; ପ୍ରକଟିତ — Published
- ଦେ. ବିଣ (ସଂ. ଭୃ ଧାତୁ=ପୂରଣ କରିବା) — ନିଶାରେ ଉନ୍ମତ୍ତ — Intoxicated
- ବି. — (ସଂ. ଭା ଧାତୁ; ରାତ୍ରିର ଶେଷ ବା ସମାପ୍ତି)— ପ୍ରତ୍ୟୁଷ; ପ୍ରାତଃକାଳ — Morning; dawn; day- break
- ବି. — ଶେଷ; ସମାପ୍ତି — Completion; finish
- ବି. — ଦୀପ୍ତି — Lustre
- ବି. — ଆଡ଼ମ୍ବର — Ado; pomp