ଭୋଟାଙ୍ଗ Bhoṭāṇga

  • ସଂ. ବି (ଭୋଟ+ଅଙ୍ଗ; ତିବ୍ବତ ଦେଶର ଅଙ୍ଗ) — ଭୁଟାନ୍ ଦେଶ; ଭାରତରେ ଉତ୍ତର ପ୍ରାନ୍ତବର୍ତ୍ତୀ ନେପାଳ ନିକଟସ୍ଥ ସ୍ୱାଧୀନ ରାଜ୍ୟ — Bhuṭān; name of a free state in the north of India near Nepal