ଭୋଟିଆ Bhoṭiā

  • ଦେ. ବିଣ (ସଂ. ଭୋଟୀୟ) — ଭୋଟା (ଦେଖ) — Bhoṭā (See)
  • ଦେ. ବିଣ (ସଂ. ଭୋଟୀୟ) — ଭୁଟାନ୍ ଦେଶୀୟ — Belonging to the country of Bhuṭān
  • ଦେ. ବିଣ (ସଂ. ଭୋଟୀୟ) — (ଯଥା—ଭୋଟିଆ ଟାଙ୍ଗଣ= ଘୋଡ଼ା)
  • ବି — ଭୁଟାନ— ଦେଶବାସୀ ଜାତିବିଶେଷ — People of the Bhuṭān country
  • ବି — ଏହି ଜାତିର କଥିତ ଭାଷା — The vernacular of the Bhutanese people
  • ବି — [ଦ୍ର—ଏ ଭାଷା ତିବତ, ଭୁଟାନ, କାଶ୍ମୀର, ସିକିମ୍ ଓ ଦାର୍ଜିଲିଙ୍ଗରେ କଥିତ ହୁଏ।]