ଭୂଷ୍ଣୁ Bhūshṇu

  • ସଂ. ବିଣ. (ଭୂ. ଧାତୁ+ଶୀଳାର୍ଥେ. ଷ୍ଣୁ; ତୁଳ, ଜିଷ୍ଣୁ, ସହିଷ୍ଣୁ) — ଉତ୍ପତ୍ତିଶୀଳ; ଜନ୍ମଶୀଳ — Habituated to be born
  • ସଂ. ବିଣ. (ଭୂ. ଧାତୁ+ଶୀଳାର୍ଥେ. ଷ୍ଣୁ; ତୁଳ, ଜିଷ୍ଣୁ, ସହିଷ୍ଣୁ) — ଭବିଷ୍ୟତ୍ — Future