ଭୂଷା Bhūshā

  • ସଂ. ବି (ଭୂଷ୍ ଧାତୁ+କରଣ. ଅ+ସ୍ତ୍ରୀ. ଆ) — ଅଳଙ୍କାର; ଭୂଷଣ — Ornament; decoration
  • ଦେ. ବି (ସଂ. ବିଶ୍ ଧାତୁ) — ବିନ୍ଧିବା; କେଞ୍ଚିବା — Thrusting; goring
  • ଦେ. ବି (ସଂ. ବିଶ୍ ଧାତୁ) — [ଉ— ଅନଙ୍ଗ ବାଣବରଷା, ସଙ୍ଗେ ଓ କୁରଙ୍ଗଦୃଶା, ସରୋଷ ଅପାଙ୍ଗଭୁଷା ମିଶିଲା ରେ। କବିସୂର୍ଯ୍ୟ. ସଙ୍ଗୀତ।]