ଭୁରୁଡ଼ୁ Bhuruṟḍ̠u

  • ଦେ. ବି — ଦମ୍ଭପୂର୍ବକ ପ୍ରତ୍ୟାଖ୍ୟାନ କରିବା; ଦମ୍ଭ— ପୂର୍ବକ ସତକଥାକୁ ନ ମାନିବା; ଦାମ୍ଭିକତା — Effrontery
  • ଦେ. ବି — ଠକାମି — Cheating
  • ଦେ. ବି — ଦାମ୍ଭିକତାପୂର୍ବକ ନିଜ ଦୋଷର ଅସ୍ୱୀକାର — Brazen-faced denial of one's guilt