ଭୁଗୁତନ Bhugutana
- ଦେ. ବି (ସଂ. ଭୁକ୍ତ) — କ୍ଷତିପୂରଣ — Compensation
- ଦେ. ବି (ସଂ. ଭୁକ୍ତ) — ମେଳ କରାଇବା — Causing to tally
- ଦେ. ବି (ସଂ. ଭୁକ୍ତ) — ମଜୁରୀ ଦେବା — Giving credit; setting off a sum in the accounts
- ଦେ. ବି (ସଂ. ଭୁକ୍ତ) — ମଜୁରୀ— ଦିଆଯିବା ଧନ — Set off amount