ଭୁଖ୍ Bhukh

  • ପ୍ରାଦେ. (ସମ୍ବଲପୁର) ବି—(ତୁଳ. ହି. ଭୁଖ୍) — ଭୋକ; କ୍ଷୁଧା — Hunger
  • ପ୍ରାଦେ. (ସମ୍ବଲପୁର) ବି—(ତୁଳ. ହି. ଭୁଖ୍) — (ଭତରିଭାଖା) ଦୁର୍ଭିକ୍ଷ — Famine; scarcity