ଭିଲ୍ଲୀ Bhillī

  • ସଂ. ବି (ଭିଲ ଧାତୁ+କର୍ତ୍ତୃ. ଲ+ଈ) — ଲୋଧ୍ର ବୃକ୍ଷ; ଲୋଧୁ ଗଛ — Symplocos Racemosa (tree)
  • ସଂ. ବି (ଭିଲ ଧାତୁ+କର୍ତ୍ତୃ. ଲ+ଈ) — ଭିଲ୍ଲଜାତୀୟା ସ୍ତ୍ରୀ — A woman of the Bhilla tribe