ଭିଲାଲି Bhilāli

  • ଦେ. ବି — ଆର୍ଯ୍ୟ ଭାଷାର ଶାଖାବିଶେଷ; ଓଡି଼ଆ ଗଡ଼ଜାତ, ରାଜପୁତାନା, ମଧ୍ୟପ୍ରଦେଶ, ବେରାର ଓ ଖାନ୍ଦେଶ ଅଞ୍ଚଳ ଅଧିବାସୀ ଭୀଲମାନଙ୍କ କଥିତ ଭାଷା — A language spoken by the Bheels