ଭିତିରି Bhitiri
- ଦେ. ବିଣ. (ସଂ. ଅଭ୍ୟନ୍ତରିକ) — ଆଭ୍ୟନ୍ତରୀଣ — Internal
- ଦେ. ବିଣ. (ସଂ. ଅଭ୍ୟନ୍ତରିକ) — ଆନ୍ତରିକ; ମାନସିକ — Inward; mental
- ଦେ. ବିଣ. (ସଂ. ଅଭ୍ୟନ୍ତରିକ) — ଗୁପ୍ତ — Secret
- ଦେ. ବିଣ. (ସଂ. ଅଭ୍ୟନ୍ତରିକ) — ଗୋପନୀୟ — Confidential
- ଦେ. ବିଣ. (ସଂ. ଅଭ୍ୟନ୍ତରିକ) — ଅନ୍ତଃପୁର ସମ୍ବନ୍ଧୀୟ — Relating to the female apartments
- ପ୍ରାଦେ. (ଭତରି ଭାଖା) — ଭିତରକୁ — Into
- ପ୍ରାଦେ. (ଭତରି ଭାଖା) — ମଧ୍ୟରେ — Inside; in; amongst