ଭିଖାରି Bhikhāri

  • ଦେ. ବି. ପୁଂ (ସଂ. ଭିକ୍ଷାକାରୀ) — ଭିକ୍ଷୁକ — Beggar
  • ଦେ. ବି. ପୁଂ (ସଂ. ଭିକ୍ଷାକାରୀ) — ଅପର୍ତ୍ତିଆଣୀ ବ୍ଯକ୍ତିର ନାମ — A name given to persons whose elder brothers or sisters died before his birth
  • ବିଣ. ପୁଂ — ଭିକ୍ଷାଜୀବୀ — Living on alms
  • ବିଣ. ପୁଂ — (ଉ—ବିରୂପରେ ଭିକାରି ବ୍ରାହ୍ମଣ ରଜାର। କୃଷ୍ଣସିଂହ. ମହାଭାରତ. ଆଦି।)
  • ବିଣ. ପୁଂ — ପ୍ରାର୍ଥୀ — Supplicant
  • ବିଣ. ପୁଂ — (ଉ—ତୋଳିଅଛି ନିଜ ଧ୍ୱଜ ରାଠୋର ପାଂଶୁକ, ଜୟଚନ୍ଦ୍ର ଯବନର ପ୍ରସାଦ ଭିକାରୀ। ରାଧାନାଥ. ମହାଯାତ୍ରା।)