ଭାର୍ଗବ Bhārgaba
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ଭୃଗୁମୁନିଙ୍କ ବଂଶଧର — A descendant of sage Bhṛugu
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ଶୁକ୍ରାଚାର୍ଯ୍ୟ — The preceptor of the demons
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ଦକ୍ଷ ପ୍ରଜାପତିଙ୍କ ପୁରୋହିତ — Name of the priest of Daksha
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ପରଶୁରାମ — Paraṡurāma
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ମାର୍କଣ୍ଡେୟ ଋଷି — Sage Mārkaṇḍeya
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ହସ୍ତୀ — Elephant
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ଶ୍ୟେନାକ; ଫଣଫଣା (ହି. ଶ) — Bignonia Indica
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — କୁମ୍ଭାର(ହି. ଶ) — Potter
- ସଂ. ବି. ପୁଂ (ଭୃଗୁ=ମୁନିବିଶେଷ+ଅପତ୍ୟାର୍ଥରେ ଅ) — ହୀରା (ହି. ଶ) — Diamond
- ସଂ. ବିଣ — ଧାନୁଷ୍କ; ଧନୁର୍ଦ୍ଧର — Holding a bow
- ସଂ. ବିଣ — ଭୃଗୁ ସମ୍ବନ୍ଧୀୟ — Relating to Bhṛugu