ଭାଉ ଭଟକା Bhāu bhaṭakā
- ଦେ. ବି— (ଅନର୍ଥକ ଦ୍ୱିତୀୟ ସହଚର) — ପଣ୍ୟର ଦର ଦାମ — Sale-rate of a commodity
- ଦେ. ବି— (ଅନର୍ଥକ ଦ୍ୱିତୀୟ ସହଚର) — ଦର ଦାମ ସମ୍ବନ୍ଧରେ କଥାବାର୍ତ୍ତା — Negotiation for the sale of a thing; appraisement
- ଦେ. ବି— (ଅନର୍ଥକ ଦ୍ୱିତୀୟ ସହଚର) — ଦ୍ରବ୍ୟର ଦାମ — The price of a commodity