ଭାଉ Bhāu

  • ଦେ. ବି (ସଂ. ଭାବ) — ପଦାର୍ଥର ବିକ୍ରି ଦର — Rate of the price of an article
  • ଦେ. ବି (ସଂ. ଭାବ) — ମୂଲ୍ୟ — Price or value of a thing
  • ଦେ. ବି (ସଂ. ଭାବ) — ମୂଲ୍ୟ ନିର୍ଦ୍ଧାରଣ — Settlement of the price of a thing