ଭାଇପୁଅ Bhāipua

  • ଦେ. ବି—(ସଂ. ଭ୍ରାତୁଷ୍ପୁତ୍ର) — ଭ୍ରାତୁଷ୍ପୁତ୍ର; ପୁତୁରା — One's brother's son; nephew
  • ଦେ. ବି—(ସଂ. ଭ୍ରାତୁଷ୍ପୁତ୍ର) — ରାଜାଙ୍କ ବିରାଦର ବା କୁଟୁମ୍ବ — A Raja's kinsman or agnates
  • ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମ ଜିଲ୍ଲାର ପାଟକବିଶେଷ — A caste of Sūdras in the district of Ganjam